Install App
amani117
This browser does not support the video element.
ଢେଙ୍କାନାଳ ସଦର: ସାରର ଅଭାବ ରହିବ ନାହିଁ, ସରକାର ଆଲଟ ଅଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମନ୍ତ୍ରୀଙ୍କ ପ୍ରକାଶ
Dhenkanal Sadar, Dhenkanal | Sep 9, 2025
ଢେଙ୍କାନାଳ ଜିଲ୍ଲାରେ ସାର ପାଇଁ ଚାଷିମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସାରପାଇଁ କଳାବଜାରି ବଢି ଯାଇଛି ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଙ୍ଗଳ ବାର ଅପରାହ୍ନ ୪ଟାରେ ପ୍ରତିକ୍ରିୟାରେ ଯାହା ପ୍ରକାଶ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!