Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଆସନ୍ତା ୨୪ ଘଂଟାରେ ଜିଲ୍ଲାକୁ ପବନ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି

Baleshwar M, Balasore | Sep 8, 2025
ଆସନ୍ତା ୨୪ଘଂଟାରେ ଜିଲ୍ଲାକୁ ପବନ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଅପରାହ୍ନ ୫:୩୦ରେ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us