Install App
khabr.malyabanta
This browser does not support the video element.
ମାଲକାନଗିରି: ୧୮ ମହିଳାଙ୍କ ଅନ୍ତଃରାଜ୍ୟ ମାନବ ଚାଲାଣ ବେଳେ ବସ ଷ୍ଟାଣ୍ଡରୁ ଉଦ୍ଧାର କଲା ପୋଲିସ, ଦଲାଲ ଗିରଫ ନେଇ ପ୍ରତିକ୍ରିୟା ଦେଲେ ଆଇ ଆଇସି
Malkangiri, Malkangiri | Aug 31, 2025
ମାଲକାନଗିରିରେ ଆଜି ସକାଳୁ ଯୁବ ଆଇନଜୀବୀ ଜ୍ଞାନରଞ୍ଜନ ସାହୁ ଜିଲ୍ଲା ସଦର ବସ୍ ଟିକଟ୍ ନେବାକୁ ବସ୍ ଷ୍ଟାଣ୍ଡ୍ କୁ ଆସିଥିବାବେଳେ କିଛି ଯୁବତୀମାନେ ନିଜ ଲଗେଜ୍ ବ୍ୟାଗ୍ ଧରି ବସଷ୍ଟାଣ୍ଡ୍ ପରିସରରେ ଇତସ୍ତତ ବୁଲୁଥିବା ତାଙ୍କ ନଜରକୁ ଆସିଥିଲା। ସେମାନେ ଶ୍ରମିକ ଦଲାଲ୍ ର ଅପେକ୍ଷାରେ ଥିବା ଜାଣି ଜ୍ଞାନରଞ୍ଜନ୍ ପୋଲିସ୍ ଓ ଚାଇଲ୍ଡ୍ ହେଲ୍ପ୍ ଲାଇନ୍ କୁ ଜଣାଇଥିଲେ। ପୋଲିସ୍ ୧୮ଜଣ ମହିଳାଶ୍ରମିକଙ୍କୁ ଉଦ୍ଧାର କରିବା ସହ ଦଲାଲ ସନ୍ତୋଷ ନାହକଙ୍କୁ ଗିରଫ୍ କରିଛିl
Share
Read More News
T & C
Privacy Policy
Contact Us
Your browser does not support JavaScript!