Download Now Banner

This browser does not support the video element.

ଖଲ୍ଲିକୋଟ୍: ଏନଡ଼ି ହାଇସ୍କୁଲ ରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

Khalikote, Ganjam | Sep 9, 2025
ପୁରୁଷୋତ୍ତମପୁର ଏନଡ଼ି ହାଇସ୍କୁଲ ରେ ଆଜି ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆଜି ଦିନ ୧୨ ଟା ସମୟରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ବ୍ରହ୍ମପୁର ବଡ଼ ମେଡିକାଲର ନେରୋଲିଜି ଡାକ୍ଟର ମହାପାତ୍ର, ପୁରୁଷୋତ୍ତମପୁର ର ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁ, ନରସିଂହ ଦାସ ଉଚ୍ଚ ବିଦ୍ୟାଳୟ ଇନଚାର୍ଜ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପୃଥିବୀ ରାଜ ମହାପାତ୍ର ପ୍ରମୁଖ ଯୋଗଦେଇ କୃତି କ୍ରୀଡାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ ।
Read More News
T & CPrivacy PolicyContact Us