Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାଣ୍ଡଲ୍କୁ କେହି ହ୍ୟାକ୍ ଘଟଣା; ଉଦଳା ଠାରେ ପ୍ରତିକ୍ରିୟା ଦେଲେ ଜିଲ୍ଲାପାଳ
Baripada M, Mayurbhanj | Aug 25, 2025
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାଣ୍ଡଲ୍କୁ ଅଜଣା ଲୋକେ ହ୍ୟାକ୍ କରିଛନ୍ତି। ଏହି ହ୍ୟାକ୍ ହୋଇଥିବା ପୃଷ୍ଠାରୁ ସାଧାରଣ ଲୋକଙ୍କୁ ଟଙ୍କା ଦାବି କରାଯାଉଛି। ଏନେଇ ସୋମବାର ଦିନ ଜିଲ୍ଲାପାଳ ହେମକାନ୍ତ ସୟ ଏ ବାବଦରେ ଦିନ ପ୍ରାୟ ୨ଟାରେ ଉଦଳା ଠାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!