Download Now Banner

This browser does not support the video element.

ତେଲକୋଇ: ବେଣା ଲଗାଣ ବର୍ଷାରେ ଗଣେଶ୍ଵର ନାଏକ କଂ ଘର ଉପରେ ପଡ଼ିଲା ଗଛ , ଅଳ୍ପକେ ବର୍ତ୍ତିଲେ ପରିବାର

Telkoi, Kendujhar | Sep 3, 2025
ତେଲକୋଇ ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ବେଣା ଗାଁରେ ଲଗାଣ ବର୍ଷାରେ ଅଭାବନିୟ ଘଟଣା, ସୂଚନା ଅନୁଯାୟୀ ଗଣେଶ୍ବର ନାଏକର ଘର ଉପରେ ବିରାଟ ଗଛ ଟଳି ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛି ପରିବାର । ଆଜି ସଂଧ୍ୟା ଛଅଟା ସମୟର ସୂଚନା ।
Read More News
T & CPrivacy PolicyContact Us