Download Now Banner

This browser does not support the video element.

ବଲାଙ୍ଗୀର: ଭୁର୍ସି ପାଲି ବରଗାଁରେ ଦୁଇ ବାଇକ ଧକ୍କା ୨ ଆହତ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି

Balangir, Balangir | Aug 31, 2025
ବଲାଙ୍ଗୀର ଭୁର୍ସି ପାଲି ବରଗାଁରେ ଦୁଇ ବାଇକ ଧକ୍କା ୨ ଆହତ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର : ଜିଲ୍ଲାର ଭୁସିପାଲି ବରଗାଁ ଅଞ୍ଚଳରେ ଆଜି ଦୁଇଟି ବାଇକ ମଧ୍ୟରେ ସାମ୍ନା-ସାମ୍ନି ଧକ୍କା ଘଟିବାରୁ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟଙ୍କ ସହଯୋଗରେ ତୁରନ୍ତ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ରାତି 7ଟା ସମୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି । ଦୁର୍ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Read More News
T & CPrivacy PolicyContact Us