This browser does not support the video element.
ଜି ଉଦୟଗିରି: ଗତ କାଲି ରାତିରେ ଜି ଉଦୟଗିରି ସହର ରେ ପସିଲା ହାତୀ।ପ୍ରାୟ ରାତ୍ର ଦୁଇ ଘଣ୍ଟ ସମୟରେ ସ୍ଥାନୀୟ ଶିବ ମନ୍ଦିର ରେ ଗେଟ୍ ଭାଙ୍ଗିବା ସହ ନଡ଼ିଆ ଗଛ
G Udayagiri, Kandhamal | Aug 23, 2025
ଗତ କାଲି ରାତିରେ ଜି ଉଦୟଗିରି ସହର ରେ ପସିଲା ହାତୀ।ପ୍ରାୟ ରାତ୍ର ଦୁଇ ଘଣ୍ଟ ସମୟରେ ସ୍ଥାନୀୟ ଶିବ ମନ୍ଦିର ରେ ଗେଟ୍ ଭାଙ୍ଗିବା ସହ ନଡ଼ିଆ ଗଛ ଓ ଅନ୍ୟ କିଛି ଘର ଭାଙ୍ଗି ଦେଉଅଛି।ସେଠାରୁ ଚମ୍ପା ସାହି ହୋଇ ବରାଲିନି ମନ୍ଦିର ହୋଇ ମହାଗୁଡ଼ା ସାହି ହୋଇ ଯାଇଥିବାର ପାଦ ଚିହ୍ନ ରହିଛି।କିନ୍ତୁ ପରେ ହାତୀ ଟି କେଉଁ ଦିଗରେ ଯାଇଅଛି ତାହା ଜଣା ପଡିନାହିଁ।ସହର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ସହର ର ମୁଖ୍ୟ ରାସ୍ତାରେ ହାତୀ ଯାଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ହାତୀ ଆକ୍ରମଣରେ ତିନି ଜଣ ବ୍ୟକ୍ତି ଙ୍କ ମୃତ ହୋଇଥିବାର ଅଭିଯୋଗ ହୋଇଥିବା ବେଳ