Download Now Banner

This browser does not support the video element.

ଜୟପୁର: ଜୟନଗର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଦାଣ୍ଡିଆ ନୃତ୍ୟ କାଯ୍ୟକ୍ରମରେ ବିଧାୟକ ତାରା ବାହିନିପତି ଉପସ୍ଥିତ ରହି ନାଚି ଥିବା ଭିଡିଓ ହେଲା ଭାଇରାଲ

Jeypore, Koraput | Sep 27, 2025
ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି । ଆଜି ସଂନ୍ଧ୍ୟା ୭ଟା ସମୟରେ ଜୟପୁର ଜୟନଗର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଆୟୋଜିତ ନୃତ୍ୟ କାଯ୍ୟକ୍ରମରେ ବିଧାୟକ ବାହିନିପତି ଉପସ୍ଥିତ ରହି ନାଚି ଥିଲେ । ସେହି ଭିଡିଓ ମୋବାଇଲ ଠାରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି ।
Read More News
T & CPrivacy PolicyContact Us