Download Now Banner

This browser does not support the video element.

ଜଗତସିଂହପୁର: ଝଙ୍କଡ଼ ମା ଶାରଳାଙ୍କ ପୀଠରେ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟ ଅବ୍ୟବସ୍ଥାର ଅଭିଯୋଗ ଆଣି ମନ୍ଦିର ପରିସରରେ ପ୍ରତିକ୍ରିୟା ରଖିଲେ ଲଷ୍ମୀଧର ମହାପାତ୍ର

Jagatsinghapur, Jagatsinghpur | Aug 21, 2025
ଝଙ୍କଡ଼ ମା ଶାରଳାଙ୍କ ପୀଠରେ ସୁରକ୍ଷା ବ୍ୟବସ୍ଥା ଓ ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣି ପ୍ରତିକ୍ରିୟା ରଖିଲେ ମା ଶାରଳାଙ୍କ ସେବାୟତ । ଆଜି ଅପରାହ୍ନ ୫ ଟା ସମୟରେ ମା ଶାରଳାଙ୍କ ସେବାୟତ ଲଷ୍ମୀଧର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ ମନ୍ଦିର ପରିସରରେ ପ୍ରତିକ୍ରିୟା ରଖିଛନ୍ତି
Read More News
T & CPrivacy PolicyContact Us