This browser does not support the video element.
ଉଦଳା: ପାଟଶାଣିପୁର ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ; ୨ ଜଣ ବିଧାୟକ ଦେଲେ ଯୋଗ
Udala, Mayurbhanj | Oct 1, 2025
ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମୟୂରଭଞ୍ଜ ଜିଲ୍ଲାର ପାଟଶାଣିପୁର ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦଳା ବିଧାୟକ ଭାସ୍କର ମଢେଇ ଏବଂ ବାରିପଦାର ବିଧାୟକ ପ୍ରକାଶ ସୋରେନ ଅତିଥି ଭାବରେ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ଉପସ୍ଥିତ ଥିବା ଖେଳାଳୀ ମାନଙ୍କୁ ହାତ ମିଳାଇ ଉତ୍ସାହିତ କରିଥିବା ନେଇ ସୂଚନା ମିଳିଛି।