Download Now Banner

This browser does not support the video element.

କଟକ ପୌରାଞ୍ଚଳ: ରେଳବାଇ ପୋଲିସ ପକ୍ଷରୁ ଯୋବ୍ରା ସ୍ଥିତ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Cuttack M Corp PS, Cuttack | Sep 4, 2025
ଯୋବ୍ରା ସ୍ଥିତ କମଳାକାନ୍ତ ଉଚ୍ଚ ବିଦ୍ୟାଳୟ ଓ ଗୁରୁ ନାନକ ସ୍କୁଲରେ ଗୁରୁବାର ଦିନ ୧୨ଟାରେ ରେଳବାଇ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ରେଳବାଇ ପୋଲିସ ରେଳ ଯାତ୍ରା ର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ସଚେତନ କରାଇଥିଲେ।
Read More News
T & CPrivacy PolicyContact Us