This browser does not support the video element.
ବଲାଙ୍ଗୀର: ଟିଟିଲାଗଡ଼ ଠାରେ ୪୪ ବୋତଲ ବିଦେଶୀ ମଦ ଓ ୧୮୦ ପାଉଚ୍ ଓସ ମଦ ଜବତ ଜଣେ ଅଭିଯୁକ୍ତ ଗିରଫ
Balangir, Balangir | Sep 8, 2025
ଟିଟିଲାଗଡ଼ରେ ପୋଲିସ୍ର ମଦ ବିରୋଧୀ ଅଭିଯାନ। ଟିଟିଲାଗଡ଼ ଥାନାର ଅଧିକାରୀଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ଅଭିଯାନ କରି, ଜଣେ ଅଭିଯୁକ୍ତଙ୍କ ଠାରୁ 44 ବୋତଲ ବିଦେଶୀ ମଦ ଓ 180 ପାଉଚ୍ OS ଲିକର ଜବତ କରିଛି। ଏହି ସମ୍ବନ୍ଧରେ ପୋଲିସ୍ ଜଣାଇଛି, ଅବୈଧ ମଦ ବିକ୍ରି ବିରୋଧୀ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି sp ଆଜି ରାତି 8ଟା ସମୟ ରେ ସୂଚନାଦେଵୀଛନ୍ତି