Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ବିଦ୍ୟାଧରପୁର ପଞ୍ଚାୟତ ଗନ୍ଧନପଡ଼ାରେ ଏକ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ଥାନୀୟ ବିଧାୟକ
Jagatsinghapur, Jagatsinghpur | Aug 24, 2025
ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତ ର ଗନ୍ଧନ ପଡ଼ା ର ଜଣେ ବ୍ୟକ୍ତି ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ରେ ଯୋଗଦେଲେ ସ୍ଥାନୀୟ ବିଧାୟକ ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତ ର ଗନ୍ଧନ ପଡ଼ା ଝୁଲ ଚରଣ ମହାପାତ୍ର ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ଯୋଗଦାନ ଅବସର ରେ ତିର୍ତ୍ତୋଲ ବିଧାୟକ ଡ଼ ରମାକାନ୍ତ ଭୋଇ l
Share
Read More News
T & C
Privacy Policy
Contact Us
Your browser does not support JavaScript!