This browser does not support the video element.
ଟିଟିଲାଗଡ: ଟିଟିଲାଗଡରୁ ଜଡ଼ାମୁଡ଼ା ଜିବା ରାସ୍ତାରେ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
Titlagarh, Balangir | May 22, 2025
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅର୍ନ୍ତଗତ ଟିଟିଲାଗଡ ରୁ ଜଡ଼ାମୂଡ଼ା ଯିବା ରାସ୍ତାରେ ଏକ ଦୁର୍ଘଟଣା ଘଟିଛି ଯେଉଁ ଥିରେ ଜଡ଼ା ମୁଡ଼ା ଗ୍ରାମର ଜଣେ ବ୍ୟକ୍ତି ଙ୍କ ମୃତୁ ଘଟିଛି ମୃତକ ଜନକ ହେଲେ ଗଜ ଭୋଇ ଗଜ ତାଙ୍କର କାମ ସାରି ବାଇକ୍ ରେ ଫେରୁ ଥିବା ବେଳେ ସେ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଭୀମାଭୋଇ ମେଡ଼ିକାଲ୍ କୁ ଆଣି ଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ ଆଜି ଅପରାହ୍ନ ୪ଟା ସମୟରେ ମୃତକ ଙ୍କ ବ୍ୟବଚ୍ଛେଦ ସଂପନ୍ନ ହେଲା ପରେ ମୃତ ଦେହ କୁ ପାରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି ପୋଲିସ ।