Install App
jeyporekhabar
This browser does not support the video element.
ଜୟପୁର: ହିନ୍ଦୁ ସମାଜ ତରଫରୁ ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ
Jeypore, Koraput | Sep 3, 2025
ହିନ୍ଦୁ ସମାଜ ଜୟପୁର ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଷ୍ୟ ରେ ଆଜି ସଂନ୍ଧ୍ୟା 5ଟାରେ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ଉପ ଜିଲାପାଳ ଙ୍କ ଅନୁପସ୍ଥିତି ରେ ଡେପିଟି କଲେକ୍ଟର ନମ୍ରତା ଗତ୍ତିଆ ଙ୍କ ଜରିଆରେ ପ୍ରଦାନ କରାଯାଉଛି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଫିଲିମ ବେଙ୍ଗଲ ଫାଇଲସ କୁ କର ମୁକ୍ତ କରିବାକୁ ଦାବି କରାଯାଇଛି । ଉକ୍ତ ଫିଲମ ରେ ସାମାଜିକ ଘଟଣା ବଳି, ଐତିହାସିକ, ଶିକ୍ଷଣିୟ ବିଷୟ ବସ୍ତୁ ରହିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!