Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ମାନସିଂ ବଜାର ମଣ୍ଡଳ ବଗିଚା ଠାରେ ଚୋରା ମାଟି ବୋଝେଇ ଡମ୍ପର ଜବତ

Baleshwar M, Balasore | Sep 10, 2025
ଟାଉନ ଥାନା ମାନସିଂ ବଜାର ମଣ୍ଡଳ ବଗିଚା ଠାରେ ଆଜି ରାତି ଗୋଟାଏ ବେଳେ ପୋଲିସ ଓ ମାଇନିଂ ଅଧିକାରୀ ଚଢ଼ାଉ କରି ବେଆଇନ ମାଟି ଚାଲାଣ ହେଉଥିବା ଗୋଟିଏ ଡମ୍ପର କୁ ଜବତ କରିଛି।ଜବତ ଡମ୍ପର ନମ୍ବର OD 01-3711 ବୋଲି ଜଣାପଡିଛି।
Read More News
T & CPrivacy PolicyContact Us