This browser does not support the video element.
କୋଟପାଡ: ପଟାହାଣ୍ଡି ଗ୍ରାମ ନିକଟରେ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର
Kotpad, Koraput | Jul 24, 2025
ପଟାହାଣ୍ଡି ଗ୍ରାମ ନିକଟରେ ଅଟୋ ଓ ବାଇକ ମୁହାଁ ମୁହିଁ ଜଣେ ମୃତ ଜଣେ ଗୁରୁତ୍ତର ଆଜି ବିସିଂହ ପୁର ଥାନା ଅନ୍ତର ଗତ ପଟାହାଣ୍ଡି ଗ୍ରାମ ନିକଟରେ ଅଟୋ ଓ ବାଇକ ମୁହାଁ ମୁହିଁ ଜଣେ ମୃତ ଜଣେ ଗୁରୁତ୍ତର ପଞ୍ଚାୟତ କାଠରଗଡା ପ୍ରଧାନୀ ପୁଟ ଗ୍ରାମ ର ଏକ ବାଇକ ରେ ଦୁଇଜଣ ନିଜ ଘରକୁ ଯାଉଥିବା ବେଳେ ଅନ୍ୟାପଟୁ ଆସୁଥିବା ଅଟୋ ସହ ମୁହାଁ ମୁହିଁ ହଇଥିଲା l ମୃତ ଜଣକ ପ୍ରଧାନୀ ପୁଟ କନ୍ଧା ମୁଦୁଲି ଗୁରୁତ୍ତର ବେକ୍ତି ଶିବ ନାୟକ ବୋଲି ସୂଚନା ମିଳିଛି l ଦୁଇଜଣକୁ ଆମ୍ବୁଲାନ୍ସ ସାହାଯ୍ୟରେ ବୋରିଗୁମ୍ମା ମେଡିକାଲ ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ଜଣକୁ ମୃତ୍ୟୁ ଘୋଷଣା କରିଥିଲେ