Download Now Banner

This browser does not support the video element.

କୋଟପାଡ: ବୈପାରୀଗୁଡାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

Kotpad, Koraput | Oct 7, 2025
ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ l ଗତ କାଲି ବିଳମ୍ବିତ ରାତିରେ ଆରମ୍ଭ ହୋଇଛି l ଆଜି ତଥା ମଙ୍ଗଳବାର ସନ୍ଧ୍ୟା ସାତୋଟା ସମୟରେ ରେ ମାଆ ଙ୍କ ଠାରେ ମହା ଅଲତି ଅନୁଷ୍ଠିତ ହୋଇଯାଇଛି l ବୈପାରୀଗୁଡା ସ୍ଥିତ ଡିଏନକେ ପଡିଆରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ବେଶ୍‌‌ ଧୁମ୍‌‌ଧାମରେ ପାଳିତ ହୋଇଆସୁଛି। ଚଳିତବର୍ଷ ଏହି ପୂଜାତ୍ସୋବ 23 ବର୍ଷରେ ପଦାର୍ପଣ କରିଛି l ସେହିପରି ଦୋରାଗୁଡା, ଟାଙ୍ଗିଣୀଗୁଡା, ପୁରୁଣାଗୁଡା ଠାରେ ମଧ୍ୟ ମାଆ ଙ୍କ ପୂଜା ଅନୁଷ୍ଠିତ ହୋଉଛି
Read More News
T & CPrivacy PolicyContact Us