Download Now Banner

This browser does not support the video element.

ଡାବୁଗାଁ: ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ସିଏସଏସ କର୍ମୀଙ୍କ ଧାରଣା ପଞ୍ଚମ ଦିନରେ, ସମର୍ଥନ ଜଣାଇଲା ବିଜେଡି

Dabugan, Nabarangpur | Sep 26, 2025
ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ସିଏସଏସ କର୍ମୀଙ୍କ ଧାରଣା ପଞ୍ଚମ ଦିନରେ ପହଂଚିଛି | ଆଜି ଧାରଣାକୁ ସମର୍ଥନ ଜଣାଇଛି ବିଜେଡି | ଧାରଣାସ୍ଥଳରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ସରୋଜ ଜାଲ, ଜଗେଶ୍ୱର ବିଶୋଇ,ବନମାଳୀ ପୁଜାରି, ବିଷ୍ଣୁ ବିଶୋଇ ପ୍ରମୁଖ ବିଜେଡି କର୍ମୀ ପହଂଚି ସମର୍ଥନ ଦେଇଥିଲେ | ସ୍ଥାୟୀ ନିଯୁକ୍ତି, ସ୍ଥାୟୀ ଦରମା ଓ ବକେୟା ଛଅ ମାସର ଦରମା ପ୍ରଦାନ ନେଇ ପାଞ୍ଚ ଦିନ ହେଲା ସିଏସଏସ କର୍ମୀ ମାନେ ଧାରଣାରତ ଅଛନ୍ତି |
Read More News
T & CPrivacy PolicyContact Us