Download Now Banner

This browser does not support the video element.

ଉମରକୋଟ: ନିରୀହ ଆଦିବାସୀ ଗ୍ରାହକ ଙ୍କୁ ଠକୁଛନ୍ତି ପଡୋଶୀ ଛତ୍ତିଶଗଡ଼ ବେପାରୀ।

Umarkote, Nabarangpur | Oct 8, 2025
ଉମରକୋଟ ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟରେ ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଉମରକୋଟ ର ବେହେଡା ଗ୍ରାମରେ ହେଉଥିବା ଏକ ସାପ୍ତାହିକ ହାଟରେ ପଡୋଶୀ ଛତିଶଗଡ ର ବେପାରୀ ମାନେ ଆସି ବ୍ୟବସାୟ କରୁଛନ୍ତି। ବିଭିନ୍ନ ଖାଉଟି ସାମଗ୍ରୀ ଯେପରିକି ତେଲ, ଲୁଣ ସାବୁନ, ଡାଲି ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ବ୍ୟବସାୟ କରୁଥିବା ବେଳେ ଏସବୁ ଜିନିଷ ରେ ସରକାରୀ ମାନ୍ୟତା ପ୍ରାପ୍ତ ନଥିବା ର ଦେଖିବାକୁ ମିଳିଛି। ପ୍ୟାକେଟ ଉପରେ fssai ର ମାନ୍ୟତା ନଥିବା ସହିତ ଏକ୍ସପାରୀ ଡେଟ ମଧ୍ୟ ନାହିଁ। ସାଧାରଣ ଆଦିବାସୀ ଲୋକଟି ର ଦିନ ଯାକ ର ପ
Read More News
T & CPrivacy PolicyContact Us