This browser does not support the video element.
ବଲାଙ୍ଗୀର: କୁକୁର ଖାଇ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୧୬ କେଜି ଗଞ୍ଜେଇ ସହ ୨ ଅଭିଯୁକ୍ତ ଗିରଫ
Balangir, Balangir | Aug 22, 2025
ବଲାଙ୍ଗୀର ଗଞ୍ଜେଇ ଚାଲାଣ । ତୁଷୁରା ଅବକାରୀ ବିଭାଗ ଦ୍ଵାରା ଦୁଇ ଗିରଫ । 16 କେଜି ଗଞ୍ଜେଇ ସହ ଦାମୀ କାର ଜବତ୍। ବିଶ୍ଵସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବାର ତୁଷୁରା ଅବକାରୀ ବିଭାଗ ଖବର ପାଇଥିଲା। ଯାହାକୁ ବିତ୍ତି କରି ଦେଓଗାଁ କୁକୁର ଖାଲ ଠାରେ ଅବକାରୀ ବିଭାଗ ଚଢାଉ କରିଥିଲା। ତେବେ ଛତିଶ ଗଡ ନମ୍ବର ଥିବା ରେନ୍ଲଟ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଯାଞ୍ଚ କରିଥିଲା। ଯେଉଁଥିରୁ ୧୬ କେଜି ଗଞ୍ଜେଇ ଅବକାରୀ ବିଭାଗ ଜବତ କରିଛି। ସେହିପରି ଏଥିରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତ ରାଜୀବ ମହାଲିଙ୍ଗ ଓ ଗୋବର୍ଦ୍ଧନ ଧରୁଆ କୁ ଅବକାରୀ ବିଭାଗ ଗିରଫ କରିଛି। ଉଭୟ ଅଭିଯୁକ୍ତ ବଲାଙ୍ଗୀର