Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ଉଦ୍ୟୋଗ ଭବନରେ ଶିଳ୍ପପତି, ଉଦ୍ୟୋଗୀ ଏବଂ ବୁଦ୍ଧିଜୀବୀ ମାନଙ୍କୁ ନେଇ ଆୟୋଜିତ ସମ୍ମିଳନୀରେ ଯୋଗଦେଲେ ସାଂସଦ ଓ ବିଧାୟକ

Baleshwar M, Balasore | Sep 28, 2025
ବାଲେଶ୍ୱର ଉଦ୍ୟୋଗ ଭବନରେ ଶିଳ୍ପପତି, ଉଦ୍ୟୋଗୀ ଏବଂ ବୁଦ୍ଧିଜୀବୀ ମାନଙ୍କୁ ନେଇ ଆୟୋଜିତ ସମ୍ମିଳନୀରେ ଜି ଏସ୍ ଟି ଉପରେ ହୋଇଥିବା ସଂସ୍କାର ଓ ରିହାତି ସମ୍ବଦ୍ଧରେ ବାଲେଶ୍ଵର ସାଂସଦ ଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ଓ ନୀଳଗିରି ବିଧାୟକ ଉପସ୍ଥିତ ରହିଥିଲେ। ଉକ୍ତ ସମ୍ମିଳନୀକୁ ରବିବାର ଅପରାହ୍ନ ୫:୩୦ ରେ ସମାପନ କରାଯାଇଥିଲା।
Read More News
T & CPrivacy PolicyContact Us