Download Now Banner

This browser does not support the video element.

ସଦର: ଡେଙ୍ଗାଗୁଡା ବୋବାରିଆ କ୍ୟାନାଲ ପାଖାପାଖି ଚାଷ ଜମି ରୁ ଆଜି ସକାଳେ ବିଶାଳ ଅଜଗର ଉଦ୍ଧାର

Sadar, Kalahandi | Aug 30, 2025
ଡେଙ୍ଗାଗୁଡା ବୋବାରିଆ କ୍ୟାନାଲ ପାଖାପାଖି ଚାଷ ଜମି ରୁ ଆଜି ସକାଳେ ବିଶାଳ ଅଜଗର ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ। ସ୍ଥାନୀୟ ଲୋକଙ୍କ ସୂଚନା ପରେ ଆମାପାଣି ବନସେକ୍ସନ୍ ଓ ଧର୍ମଗଡ଼ ବନ୍ୟପ୍ରାଣୀ ଉଦ୍ଧାର ଟିମ୍ ସଫଳତାର ସହ ସାପ କୁ ସୁରକ୍ଷିତ ଭାବରେ ପ୍ରାକୃତିକ ଆଶ୍ରୟକୁ ପଠାଇଥିବା ଆଜି ସକାଳ 9ଟା ସମୟରେ ସୂଚନା ମିଳିଛି
Read More News
T & CPrivacy PolicyContact Us