Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ମଙ୍ଗଳାବାଗ ସ୍ଥିତ ଏସସିବି ମେଡ଼ିକାଲ କଲେଜ ସେଣ୍ଟ୍ରାଲ ଅଡିଟୋରିୟମରେ ସୋମବାର ନିଟ୍ ପିଜି ଓ ନିଟ୍ ବିଦ୍ୟାର୍ଥିଙ୍କୁ ସମ୍ବର୍ଦ୍ଧନା
Cuttack M Corp PS, Cuttack | Sep 1, 2025
ଏସସିବି ମେଡ଼ିକାଲ କଲେଜ ସେଣ୍ଟ୍ରାଲ ଅଡିଟୋରିୟମରେ ସୋମବାର ସନ୍ଧ୍ୟା ୬ଟାରେ ସୋମବାର ନିଟ୍ ପିଜି ଓ ନିଟ୍ ସୁପର ସ୍ପେସିଆଲିଟି (ଏସ.ଏସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏସସିବି ମେଡ଼ିକାଲର ଛାତ୍ରୀଛାତ୍ରଙ୍କୁ ମେଡ଼ିକାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଭାରପ୍ରାପ୍ତ ଅଧୀକ୍ଷକ ପ୍ରଫେସର ଡା. ଗୌତମ ଶତପଥୀ, ମେଡ଼ିକାଲ କଲେଜର ଅଧ୍ୟକ୍ଷା ଡା. ଲୁସି ଦାସ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!