Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଗୋଛାପଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବିଦ୍ୟାଳୟ ସଂଲଗ୍ନ ଛାତ୍ର ବାସ ପରିଦର୍ଶନ କଲେ ବିଧାୟକ
Phulabani Town, Kandhamal | Aug 26, 2025
ଆଜି ଆମ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଗୋଛାପଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବିଦ୍ୟାଳୟ ସଂଲଗ୍ନ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସକୁ ପରିଦର୍ଶନରେ ଯାଇ ସେଠାକାର ସମସ୍ତ ସରକାରୀ ବ୍ୟବସ୍ଥା, ଶିକ୍ଷା ଭିତ୍ତିକ ସୁବିଧା ସବୁକୁ ଅନୁଧ୍ୟାନ ପୂର୍ବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ବିଧାୟକ
Share
Read More News
T & C
Privacy Policy
Contact Us
Your browser does not support JavaScript!