Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଦୋଳି ପଡ଼ିଆ ନିକଟରେ ଦିନ ଦ୍ୱିପ୍ରହରରେ ଟଙ୍କା ଛିନତାଇ କଲେ ଦୁର୍ବୁତ୍ତ; ବାରିପଦା ଟାଉନ ଥାନାରେ ଅଭିଯୋଗ

Baripada M, Mayurbhanj | Aug 23, 2025
ବାରିପଦା ସହରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଦିନ ଦ୍ୱିପ୍ରହରରେ ଦମ୍ପତିଙ୍କ ପାଖରୁ ଦୁର୍ବୁତ୍ତ ମାନେ ଟଙ୍କା ଛିନତାଇ କରିଛନ୍ତି। ଝିଞ୍ଜିରିବନ୍ଧ ଅଞ୍ଚଳର ଉପେନ୍ଦ୍ର ଦାସ ଟଙ୍କା ଛିନତାଇ ର ଶିକାର ହୋଇଥିବା ନେଇ ବାରିପଦା ଟାଉନ ଥାନାରେ ଶୁକ୍ରବାର ଦିନ ପ୍ରାୟ ୨.୩୦ ଟାରେ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us