Download Now Banner

This browser does not support the video element.

ସୋନପୁର: କଳାପଦର ପାଖରୁ ୯ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ ।

Sonapur, Subarnapur (Sonepur) | Aug 27, 2025
କଳାପଦର ପାଖରୁ ୯ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟା ୬ଟା ରେ ସଦର ଅବକାରୀ ବିଭାଗ ଏକ ଟିମ ଚଢ଼ାଉ କରି ଘଟଣା ସ୍ଥଳରୁ ୯ ଲିଟର ଦେଶୀ ମଦକୁ ଯବତ କରିଥିବା ସହ ଅବକାରୀ ଥାନାରେ ୯୨/୨୫ଏକ ଅବକାରୀ ମାମଲା ରୁଜ୍ଜୁ କରିଛି ବିଭାଗ
Read More News
T & CPrivacy PolicyContact Us