This browser does not support the video element.
ଛତ୍ରପୁର: ବାଲିପଡା ପେଟ୍ରୋଲ ପମ୍ପ ଠାରେ ବାଇକ ପଛକୁ ବାଇକ ଧକ୍କା ଦେଇ ଜଣେ ମୃତ, ଜଣେ ଗୁରୁତର
Chhatrapur, Ganjam | Aug 24, 2025
ବ୍ରହ୍ମପୁର ସ୍ଥିତ ବାଲିପଡ଼ା ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ରବିବାର ପୂର୍ବାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବିଜୟ ପଟ୍ଟନାୟକଙ୍କ ଓ ତାଙ୍କ ସହଯୋଗୀ ପେଟ୍ରୋଲ ପକାଇ ଯାଉଥିବା ବେଳେ ଆରୱାନ-୫ ବାଇକରେ ବସିଥିବା ଯୁବକ ଦ୍ରୁତ ଗତିରେ ଆସି ବିଜୟ ବସିଥିବା ଗାଡିକୁ ଧକ୍କାଦେଇଥିଲା ।