Download Now Banner

This browser does not support the video element.

ଜଗତସିଂହପୁର: ବିଧାୟକଙ୍କ ଦ୍ୱାରା ୧୭ ନମ୍ବର ୱାର୍ଡ ଦେଉଳିଗ୍ରାମେଶ୍ୱରରେ ଘୋଷଘର ପୋଖରୀର ପୁର୍ନଉଦ୍ଧାର କାର୍ଯ୍ୟର ଶୁଭଉଦ୍ଘାଟନ

Jagatsinghapur, Jagatsinghpur | Aug 30, 2025
ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ପୋୖରାଞ୍ଚଳ ୧୭ ନମ୍ବର ୱାର୍ଡ ଦେଉଳିଗ୍ରାମେଶ୍ୱରରେ ଘୋଷଘର ପୋଖରୀର ପୁର୍ନଉଦ୍ଧାର କାର୍ଯ୍ୟର ଶ୍ୱଭାଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଆଜି ଦିନ ୪ ଟା ସମୟରେ ବିଧାୟକଙ୍କ ଦ୍ୱାରା ଏହାର ଶୁଭ ଉଦ୍ଘାଟନ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପୋୖରାଧ୍ୟକ୍ଷା ଅର୍ଚନା ସିଂହ, ସ୍ଥାନୀୟ ସରପଞ୍ଚ ଦେବାଶିଷ ସ୍ବାଇଁ ଓ ବହୁ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us