Download Now Banner

This browser does not support the video element.

ଢେଙ୍କାନାଳ ସଦର: ନିହଲ ପ୍ରସାଦ ଅଞ୍ଚଳବାସୀ ଅଞ୍ଚଳରେ ଥିବା ବେ- ନୀୟମ କଳା ମୁଗୁନୀ ପଥର ଖଣି ବନ୍ଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Dhenkanal Sadar, Dhenkanal | Sep 9, 2025
ଢେଙ୍କାନାଳ ଗଁଦିଆ ବ୍ଲକ ନିହଲ ପ୍ରସାଦ ଅଞ୍ଚଳରେ ବେ- ନୀୟମ କଳା ମୁଗୁନୀ ପଥର ଖଣିରେ ବ୍ଲାଷ୍ଟିଙ୍ଗ ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏହି ବେ ନୀୟମ ଖଣିକୁ ବନ୍ଦ କରିବା ପାଇଁ ଆଜି ମଧ୍ୟାହ୍ନ ୧ଟାରେ ଅଞ୍ଚଳର ଶତାଧିକ ଗ୍ରାମ ବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
Read More News
T & CPrivacy PolicyContact Us