Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦାର ବ୍ରହ୍ମ କୁମାରୀ ଠାରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳିତ; ବାରିପଦା ବିଧାୟକଙ୍କ ଯୋଗଦାନ

Baripada M, Mayurbhanj | Aug 25, 2025
ସୋମବାର ଦିନ ପ୍ରାୟ ୧୨ଟାରେ ବାରିପଦା ସହରର ବ୍ରହ୍ମ କୁମାରୀ ଠାରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳିତ ହୋଇଯାଇଛି। ଏଥି ସହିତ ରାଜୋଗିନି ଦାଦି ପ୍ରକାଶ ଇମାନ ଜି ଙ୍କ ୧୮ ତମ ବାର୍ଷିକୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଅତିଥି ଭାବେ ଯୋଗଦାନ କରିଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us