Download Now Banner

This browser does not support the video element.

ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ସଙ୍ଘ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ

Debagarh, Debagarh (Deogarh) | Aug 25, 2025
ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦିନ ପ୍ରାୟ ୧ ଟା ପର୍ଯ୍ୟନ୍ତ ବିଭିନ୍ନ ଦାବୀରେ ଅଲ୍ ଓଡିଶା ଲେଡିଜ ୱାର୍କର୍ସ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ସନ କରାଯିବା ସହିତ ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଲ ଓଡିଶା ଲେଡିଜ ୱାର୍କର୍ସ ସଂଘ, ଦେବଗଡ ଶାଖା ସଭାନେତ୍ରୀ ଅଞ୍ଜଳି ମୁଣ୍ଡା ଓ ସମ୍ପାଦିକା ନେତ୍ରମଣି ବେହେରାଙ୍କ ନେତୃତ୍ୱରେ ବହୁ ଅଙ୍ଗନୱାଡି କର୍ମୀ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Read More News
T & CPrivacy PolicyContact Us