This browser does not support the video element.
ଢେଙ୍କାନାଳ ସଦର: ଖରଖରି ଗ୍ରାମରେ ଜମିକୁ କେନ୍ଦ୍ରକରି ଆଦିବାସୀ ପରିବାର ବାଛନ୍ଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା
Dhenkanal Sadar, Dhenkanal | Sep 1, 2025
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲବ ମରୁଆବିଲି ଗ୍ରାମ ପଞ୍ଚାୟତ ଖରଖରି ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମରେ ଜମିକୁ କେନ୍ଦ୍ରକରି ଏକ ଆଦିବାସୀ ପରିବାର ଗ୍ରାମବାସୀମାନେ ବାଛନ୍ଦ କରିଦେଇଥିବାରୁ ପରିବାର ଲୋକ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଗ୍ରାମର ଭୟଭିତଭାବେ ରହୁଛନ୍ତିା ଏସଂପର୍କରେ ପୋଲିସ ଓ ସରକାରି ବାବୁମାନଙ୍କୁ କହି ଫେଲ ମାରିଛନ୍ତି । ସେହି ଜମିରୁ ଗ୍ରାମବାସୀମାନେ ଯୋର ଜବରଦସ୍ତ ଧାନ କାଟି ନେବା ସହିତ ଚାଷ ମଧ୍ୟ କରୁଛନ୍ତିି | ଆଜି ମଧ୍ୟାହ୍ନ ୧ଟାରେ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।