Install App
bholeswarpatra10
This browser does not support the video element.
ତେଲକୋଇ: ପାଟଖଳି ବର୍ଷ ବର୍ଷ ଧରି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି କାଦୁଅ ପରିପୂର୍ଣ୍ଣ ସମସ୍ୟାରେ ଛାତ୍ରଛାତ୍ରୀ ରଖିଲେ ପ୍ରତୀକ୍ରିୟା #Jansamasya
Telkoi, Kendujhar | Aug 23, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପାଟଖଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି ୬୯ ଜଣ ଛାତ୍ରଛାତ୍ରୀ , ଦୁର୍ଭାଗ୍ୟର ବିଷୟ ବର୍ଷ ବର୍ଷ ଧରି ବିଦ୍ୟାଳୟର ଘର ପୋଡ଼ିକ ପାଣି କାଦୁଅ ପୂର୍ଣ୍ଣ ହୋଇ ରହୁଥିଲେ ମଧ୍ୟ , ବାରମ୍ବାର ଅଭିଯୋଗ ସତ୍ଵେ କୌଣସି ସୁଫଳ ମିଳିପାରୁନାହିଁ । ଏ ସମ୍ବନ୍ଧରେ ସ୍ଥାନିୟ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ ଅଭିଭାବକ କରିଥିଲେ ହେଁ ଛାତ୍ରଛାତ୍ରୀ ପାଣି କାଦୁଅରେ ଅଧ୍ୟୟନ କରୁଛନ୍ତି | ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଲେ ଅଭିଭାବକ ।
Share
Read More News
T & C
Privacy Policy
Contact Us
Your browser does not support JavaScript!