Download Now Banner

This browser does not support the video element.

ଆନନ୍ଦପୁର: ବର୍ଷା ପାଣିରେ ବୁଡିଛି ଜଳକଳଙ୍ଗ ଗାଁ ରାସ୍ତା, ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ #jansamasya

Anandapur, Kendujhar | Sep 4, 2025
ବର୍ଷା ପାଣିରେ ବୁଡିଛି ଜଳକଳଙ୍ଗ ଗାଁ ରାସ୍ତା,ବାହାରି ପାରୁ ନାହାନ୍ତି ଗାଁ ଲୋକେ। ବାରମ୍ବାର ତହସିଲଦାର ଙ୍କୁ ଦାବିପତ୍ର ଦେଲେବି କିଛି ହେଉନି।  ଜଳ ନିଷ୍କାସନ ପାଇଁ ଆଜି ଦିନ୧୨ଟା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
Read More News
T & CPrivacy PolicyContact Us