Download Now Banner

This browser does not support the video element.

ବରଗଡ: ନୁଆଁଖାଇ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ହସ୍ପିଟାଲରେ ରୋଗୀ ଓ ପରିଜନଙ୍କୁ ଖାଦ୍ୟ ପ୍ରଦାନ କଲେ କୃଷକ ସଙ୍ଗଠନ ଓ କୋଶଲ ସେନା

Bargarh, Bargarh (Baragarh) | Aug 28, 2025
ମହାନ କୃଷିଭିତିକ ଗଣପର୍ବ ଉଧେ ଗୁରୁବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ମାଁ ଟଙ୍କାକିଆ ଜଳଖିଆ ଅନୁଷ୍ଠାନ, ସଂଯୁକ୍ତ କୃଷକ ସଂଗଠନ ଏବଂ କୋଶଲ ସେନା ତରଫରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଠାରେ ରୋଗୀ ଏବଂ ରୋଗୀଙ୍କ ପରିଜନ ମାନଙ୍କୁ ନୁଆଁଖାଇ ଦିନରେ ପ୍ରାୟ 300ରୁ 400 ଜଣଙ୍କୁ ରାନ୍ଧଖାଦ୍ୟ ବଣ୍ଟନ କରାଯାଇଛି । ନୁଆଁଖାଇ ଦିନରେ ସମସ୍ତ ହଟେଲ ଦୋକାନ ବନ୍ଦ ଥିବା ବେଳେ ରୋଗୀ ପରିଜନ ମାନେ ନାହିଁ ନ ଥିବା ଅବସ୍ଥା ଭୋଗିବାକୁ ପଡିଥାଏ।
Read More News
T & CPrivacy PolicyContact Us