Download Now Banner

This browser does not support the video element.

ସୁକିନ୍ଦା: ରାଁସୋଳ ପାକ୍ସରେ ସାର ବଣ୍ଟନକୁ ନେଇ ଉତ୍ତେଜିତ ଚାଷୀ , ଦୁଇ ଗୋଷ୍ଠୀ ମୁହାଁମୁହିଁ

Sukinda, Jajpur | Sep 13, 2025
ୟୁରିଆ ସାର ବଣ୍ଟନକୁ ନେଇ ଆଜି ସୁକିନ୍ଦା ତହସିଲ କାଙ୍କଡ଼ପାଳ ସ୍ଥିତ ରାଁସୋଳ ପାକ୍ସରେ ଅସନ୍ତୁଷ୍ଟ ଚାଷୀ ଉତ୍ତେଜିତ ହୋଇଥିବା ଦେଖିବାକୁ ମିଳିଥିଲା । ଶନିବାର ଦିନ ଦିର୍ଘସମୟ ଧରି ଆଧାରକାର୍ଡ ନେଇ ସାର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇ ନିରାଶ ହେବା ପରେ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ଶନିବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us