Download Now Banner

This browser does not support the video element.

ସୋନପୁର: ସହରର ଜନଗହଳି ପୁର୍ଣ୍ଣି ପଟାଭାଡି ରାମୁଜି ନଗର ପାଖରେ ଛିଣ୍ଡିଲା ବିଦ୍ୟୁତ ତାର ଲୋକେ ଆତଙ୍କିତ।

Sonapur, Subarnapur (Sonepur) | Sep 2, 2025
ସହରର ଜନଗହଳି ପୁର୍ଣ୍ଣି ପଟାଭାଡି ରାମୁଜି ନଗର ପାଖରେ ଛିଣ୍ଡିଲା ବିଦ୍ୟୁତ ତାର ଲୋକେ ଆତଙ୍କିତ।ଆଜି ସଂଧ୍ୟା ପ୍ରାୟ ୭.୩୦ରେ ସୁବର୍ଣ୍ଣପୁର ସହରର ଜନଗହଳି ପୁର୍ଣ୍ଣି ରାମୁଜି ନଗର ପାଖରେ ଛିଣ୍ଡିଲା ବିଦ୍ୟୁତ ଲୋକେ ଆତଙ୍କିତ ।ତେବେ କୋଣସି କାରଣ ବସତ ତାରଟି ଛିଣ୍ଡି ଯାଇ ରାସ୍ତା ଉପରେ ପଡ଼ି ଯାଇଥିଲା।
Read More News
T & CPrivacy PolicyContact Us