This browser does not support the video element.
ସୋନପୁର: ଡୁଙ୍ଗୁରିପାଲି ରେ ନୁଆଁ ଖାଇ ଏବଂ ଗଣେଶ ପୂଜା ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ, ଭାଗନେଲେ ଶତାଧିକ ପ୍ରତିଯୋଗୀ
Sonapur, Subarnapur (Sonepur) | Aug 30, 2025
ସୂଚନା ଅନୁସାରେ ଗତ 27 ତାରିଖରେ ଶ୍ରୀଗଣେଶ ପୂଜା ଏବଂ 28 ତାରିଖରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୁଆଁ ଖାଇ ସାରିଥିବା ବେଳେ ଏହି ଅବସରରେ ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୁଦେଇ ପଡା ରାସ୍ତା ପାର୍ଶ୍ଵ ଫୁଟପାଦ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶତାଧିକ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ କୁଦେଇ ପଡ଼ାର ଶ୍ରୀଗଣେଶ ପୂଜା 35 ବର୍ଷରେ ପଦାର୍ପଣ କରିଛି l