This browser does not support the video element.
ଜଗତସିଂହପୁର: ଏରସମାରେ ଲଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ , କିଛି ଯାତ୍ରୀ ସାମାନ୍ୟ ଆହତ
Jagatsinghapur, Jagatsinghpur | Sep 3, 2025
ଏରସମାରେ ଲଷ୍ମୀ ବସ ଦୁର୍ଘଟଣା । ଏକ ପୋଲରେ ପିଟି ହୋଇ ଲଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ପୋଲରେ ପିଟି ହୋଇ ବସଟି ସେଠାରେ ଅଟକି ରହିଛି । ଦୁର୍ଘଟଣାରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ଆଜି ଦିନ ୩ ଟା ସମୟରେ ଘଟିଛି