Download Now Banner

This browser does not support the video element.

ସୋନପୁର: ଡୁଙ୍ଗୁରିପାଲି ଆର ଏମ ସି ଦୁର୍ନୀତି ପାଇଁ ସମଲେଛୁଆ ପଂଚାୟତ କାର୍ଯାଳୟ ଠାରେ ଜିଲ୍ଲାପାଳଙ୍କୁ ଦାବି

Sonapur, Subarnapur (Sonepur) | Sep 8, 2025
ଆଜି ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସମଲେଛୁଆ ପଂଚାୟତ କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଛି।ଡୁଙ୍ଗୁରିପାଲି ଆର ଏମ ସି ରେ କୋଟି କୋଟି ଟଙ୍କା ର ଦୁର୍ନୀତି ହୋଇଥିବା ନେଇ ସିବିଆଇ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଙ୍କର ଠାରେ ଘନଶ୍ୟାମ ମେହେର ଅଭିଯୋଗ କରିଥିଲେ।l ବିଗତ ଦେଢ଼ ବର୍ଷ ହେବ ଅଭିଯୋଗ ହୋଇ ବିଭିନ୍ନ ଗଣମାଧ୍ୟ୍ୟମ ଖବର କାଗଜ ରେ ପ୍ରକାଶ ପାଇଥିଲେ ମଧ୍ୟ୍ୟ ଏହାର କୋଣସି ତଦନ୍ତ ହୋଇନାହିଁ। ଅଭିଯୋଗ ମୁତାବକ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ କରି ବିହିତ ତଦନ୍ତ କରି ଦୃଢ କାର୍ଯନୁଷ୍ଠା ଗ୍ରହଣ କାରାଯିବ ବୋଲି ପ୍ରତିଶୃତି ଦେଇଥିଲେ।
Read More News
T & CPrivacy PolicyContact Us