This browser does not support the video element.
ଛତ୍ରପୁର: ଛତ୍ରପୁର ନିକଟସ୍ଥ ପ୍ରସିଦ୍ଧ ମାଆ ରାମଚଣ୍ଡୀଙ୍କ ପୀଠରେ ମହାନବମୀ ପୂଜା ଅନୁଷ୍ଠିିତ
Chhatrapur, Ganjam | Sep 30, 2025
ଛତ୍ରପୁର ନିକଟସ୍ଥ ପ୍ରସିଦ୍ଧ ମାଆ ରାମଚଣ୍ଡୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା । ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରାକୁ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମା ରାମଚଣ୍ଡୀଙ୍କ ମନ୍ଦିରରେ ଚାଲିଛି ମାଆଙ୍କ ସାରଦୀୟ ପୂଜାର୍ଚ୍ଚନା । ପାରମ୍ପାରିକ ରୀତିନୀତି ଅନୁଯାଇ ଚଳିତବର୍ଷ ମାଆଙ୍କର ପୀଠରେ ପୂଜା ଚାଲିଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଛି। ମଂଗଳବାର ସଂଧ୍ୟାରେ ମା ଙ୍କ ନବମୀ ପୂଜା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।