This browser does not support the video element.
ନୂଆପଡା: ଭାଇଁସାତାଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଲେ ଜିଲ୍ଲାପାଳ
Nuapada, Nuapada | Aug 24, 2025
ଆଜି ଦିନ ଦଶଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଭଇଁସାତାଲ୍ ପଞ୍ଚାୟତ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଲୋକଙ୍କୁ ସ୍ଵଚ୍ଛତାର ବାର୍ତ୍ତା ଦେବା ସହ ଜିଲ୍ଲାକୁ ଏକକ ବ୍ୟବହାର ମୁକ୍ତ ଜିଲ୍ଲା କରିବାକୁ ଆହ୍ବାନ ଦେଇଥିଲେ।ଏହାସହ ସେ କିଛି ନୂତନ ଚାରା ମଧ୍ୟ ରୋପଣ କରିଥିଲେ।ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପ୍ରେମଲାଲ ନାଏକ ସ୍ୱଚ୍ଛତା ବିଶେଷଜ୍ଞ ଅନିଲ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ