Download Now Banner

This browser does not support the video element.

ବଲାଙ୍ଗୀର: ଘାଟକଇଁତରା, ଗ୍ରାମରେ ମୃତ୍ୟୁ ପରେ ମଧ୍ୟ ଜୀବନର ଆଲୋକ ବିଜୟା ନାଏକଙ୍କ ନେତ୍ର ଦାନ

Balangir, Balangir | Aug 24, 2025
ଆଜି ବଳାଙ୍ଗୀରଗ ବି.ବି.ଏମ.ସି.ଏଚ.ରେ ନିଧନ ହେଲେ ବିଜୟା ନାଇକ, ବୟସ ୩୯, ସେ ର । ହୃଦ୍‌ଘାତରେ ସେ ଜୀବନ ହାରିଥିବା ଅନୁମାନ କରା ଯାଉଛି। ଏହି ମୃତ୍ୟୁ ପରିବାର ପାଇଁ ଅତ୍ୟନ୍ତ ଅସହ୍ୟ । କିନ୍ତୁ ଏହି ଅସହ୍ୟ ଦୁଃଖରେ ମଧ୍ୟ, ପରିବାର ଏକ ମହାନ୍ତ ସଙ୍କଳ୍ପ ନେଇ ଛନ୍ତ ବିଜୟାଙ୍କ ଆଖିଦାନ କରି, ତାଙ୍କ ଆଲୋକକୁ ଅନ୍ୟଙ୍କ ଜୀବନରେ ଜୀବନ୍ତ କରିଦେଲେ । ବିଜୟାଙ୍କ ଶରୀର ଆଜି ନାହିଁ, କିନ୍ତୁ ତାଙ୍କ ଦୃଷ୍ଟି କାହାରୋ ଅନ୍ଧକାରକୁ ଆଲୋକିତ କରିବ । ମୃତ୍ୟୁ ପରେ ମଧ୍ୟ, ସେ ଆଲୋକର ଦୂତୀ ହୋଇ ରହିଲେ ।
Read More News
T & CPrivacy PolicyContact Us