Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଶାମାଖୁଣ୍ଟା ବ୍ଳକର ଆଦର୍ଶ ବିଦ୍ୟାଳୟରେ ରୋଶେୟା ନିଯୁକ୍ତିରେ ଜାଲିଆତି ନେଇ ବାରିପଦାରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ମତ ଦେଲେ ଗ୍ରାମବାସୀ
Baripada M, Mayurbhanj | Sep 1, 2025
ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ଅଧିନରେ ଥିବା ଆଦର୍ଶ ବିଦ୍ୟାଳୟରେ ରୋଶେୟା ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ଆଣି ବାରିପଦାରେ ସୋମବାର ଦିନ ପ୍ରାୟ ୨ଟାରେ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ। ଏନେଇ ସେଠାରେ ଗୁଣ୍ଡିହୁଡ଼ି ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗରସାହି ଗ୍ରାମବାସୀ ସୁକାନ୍ତି ମହାନ୍ତ ଓ ଭୀମ ମହାନ୍ତ ପ୍ରତିକ୍ରିୟା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!