This browser does not support the video element.
ନୂଆପଡା: ଜୋଙ୍କ ପୋଲିସ ରେଡ୍ରେ ଅବୈଧ ଇଞ୍ଜେକ୍ସନ୍ ଜବତ, ଜଣେ ଗିରଫ
Nuapada, Nuapada | Sep 2, 2025
ଜୋଙ୍କ ପୋଲିସ ରେଡ୍ରେ ଅବୈଧ ଇଞ୍ଜେକ୍ସନ୍ ଜବତ, ଜଣେ ଗିରଫ ନୂଆପଡ଼ା ଜିଲ୍ଲା: ଜୋଙ୍କ ପୋଲିସ କେସ୍ ନମ୍ବର 177/2025 ଅଧୀନରେ ଏକ ବିଶେଷ ରେଡ୍ କରି 50ଟି ଅବୈଧ Pentazocine Lactate Injection I.P. (30 Mg) ଜବତ କରିଛି । ଏଥିରେ ଗୋଟେ ମୋଟରସାଇକେଲ୍, 1ଟି ମୋବାଇଲ୍ ଫୋନ୍, ରୁ.1660 ଟଙ୍କା କ୍ୟାଶ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହି ଅଭିଯାନରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଘଟଣାସମ୍ପର୍କିତ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଜି ରାତି 11ଟା 30 ମିନିଟ ରେ ପୋଲିସ ସୂଚନା ଦେଵୀଛି