This browser does not support the video element.
ତାଳଚେର ସଦର: ଚନ୍ଦ୍ରବିଲ ଚନ୍ଦ୍ରଶେଖରପୁର ଗଣେଶ ପୂଜା ଓ ଗ୍ରାମଶ୍ରୀ ପୂଜାରେ ଯୋଗଦେଲେ ବିଧାୟକ ।
Talcher Sadar, Angul | Aug 30, 2025
ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ ସାନତ୍ରିବିଡ଼ା ଗ୍ରାମ ପଞ୍ଚାୟତର ଚନ୍ଦ୍ରବିଲି ଗ୍ରାମରେ ପାଳିତ ପ୍ରଭୂ ଗଣେଶଙ୍କ ପୂଜାରେ ସାମିଲ ହେବା ସହ ଚନ୍ଦ୍ରଶେଖରପୁର ଗ୍ରାମ(ସିତ୍ରା ସାହି)ରେ ମା ଗ୍ରାମେଶ୍ୱରୀଙ୍କ ପୂଜା ଅବସରରେ ଶନିବାର ମଦ୍ଧ୍ୟାହ୍ନ ୧୨ ଟାରେ ତାଳଚେର ବିଧାୟକ ଯୋଗଦେଇ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେରେ ସାନତ୍ରିବିଡା ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଜାତା ପ୍ରଧାନ ଓ ସମିତି ସଭ୍ୟ ମିନାକ୍ଷୀ ସାହୁ ଉପସ୍ଥିତ ଥିଲେ ।