This browser does not support the video element.
ଅତାବିରା: ଗୋଡ଼ଭଗା ସାରସ୍ବତ ମହାବିଦ୍ୟାଳୟର ୩୫ତମ ପ୍ରତିଷ୍ଠା ଦିବସ ପାଳିତ, ଯୋଗଦେଲେ ରେଙ୍ଗାଲି ବିଧାୟକ
Attabira, Bargarh (Baragarh) | Sep 5, 2025
ଗୋଡଭଗା କେମ୍ପ୍ ସ୍ଥିତ ସାରସ୍ଵତ ମହାବିଦ୍ୟାଳୟର ୩୫ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଦିନ ଉତ୍ସାହ ଉଦ୍ଦୀପନା ସହ ଗୁରୁ ଦିବସ ସଂଗୀତ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଅଧୁନା ଅଧ୍ୟୟନରତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ପୂର୍ବତନ ପରିଚାଳନା କମିଟିର ସଭ୍ୟସଭ୍ୟା, ନିମନ୍ତ୍ରିତ ଅତିଥି, ସ୍ଥାନୀୟ ବୁଦ୍ଧିଜୀବୀ, ଯୋଗ ଦେଇଥିଲେ |