This browser does not support the video element.
ଧାମନଗର: ଦଳାଙ୍ଗ ପଂଚାୟତ ର ଅନ୍ୟ ଦଳର କର୍ମୀ ବିଜେଡ଼ି ରେ ମିଶିଲେ ଓ ଶଙ୍ଖ ଧରିଲେ।
Dhamanagar, Bhadrak | Apr 11, 2024
ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ର ଅନ୍ୟ ଦଳ ର କର୍ମୀ ବିଜେଡ଼ି ରେ ମିଶିଲେ ଓ ଶଙ୍ଖ ଧରିଲେ। ଉକ୍ତ ପଂଚାୟତ ର ୧୧ ନମ୍ବର ୱାର୍ଡ ର ବେହେରା ସାହି କୀର୍ତ୍ତନ ମଣ୍ଡପ ପରିସରରେ ଆଜି ରାତି ୮ ଟା ସମୟରେ ବିଧାୟକ ପ୍ରାଥି ସଞ୍ଜୟ ଦାସ,ପୂର୍ବତନ ପଂଚାୟତ ସମିତି ଅଧକ୍ଷ ଅଶୋକ ନାୟକ, ସରପଂଚ ରଞ୍ଜିତ ଜେନା ପ୍ରମୁଖ ଉପସ୍ଥିତ ହୋଇ ସେମାନଙ୍କୁ ଦଳରେ ସାମିଲ କରାଇ ଦଳୀୟ ଉତ୍ତରୀୟ ଦେଇ ଦଳର ସାମିଲ କରାଇ ଥିଲେ